ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଭାଗିଦାରୀ ପାଇଁ ଭାରତ-ଜାପାନ ମଧ୍ୟରେ ଏମଓସି

Jul 20, 2023 - 08:22
Jul 21, 2023 - 08:23
 0  6
ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଭାଗିଦାରୀ ପାଇଁ ଭାରତ-ଜାପାନ ମଧ୍ୟରେ ଏମଓସି
ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଭାଗିଦାରୀ ପାଇଁ ଭାରତ-ଜାପାନ ମଧ୍ୟରେ ଏମଓସି

ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଭାଗିଦାରୀ ପାଇଁ ଭାରତ-ଜାପାନ ମଧ୍ୟରେ ଏମଓସି
ଭାରତ ଓ ଜାପାନ ଦୁଇ ଦେଶର ସରକାର ଏବଂ ଉଦ୍ୟୋଗର ସହଯୋଗ ପାଇଁ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଭାଗିଦାରୀ ପାଇଁ ଗୁରୁବାର ସହଯୋଗ ରାଜିନାମା (ଏମଓସି) ସ୍ୱାକ୍ଷର କରିଛନ୍ତି । ଏହି ଭାଗିଦାରୀ ସେମିକଣ୍ଡକ୍ଟର ଡିଜାଇନ, ପ୍ରସ୍ତୁତି, ଉପକରଣ ଗବେଷଣା ଓ ପ୍ରତିଭା ବିକାଶ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବ ।

What's Your Reaction?

like

dislike

love

funny

angry

sad

wow