ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

Aug 5, 2023 - 07:37
Aug 6, 2023 - 07:37
 0  5
ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ
ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ
ଲାଞ୍ଚ ନେଇ ଭିଡିଲାନ୍ସ ହାତରେ ଧରା ପଡିଲେ ଝାରସୁଗୁଡା ଅର୍ବାନ ସିଡିପିଓ ସରୋଜିନୀ ଏକ୍କା । ମହିଳା ସ୍ୱୟଂ ସେବକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଠାରୁ ଶନିବାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସରୋଜିନୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ଛତୁଆ ପ୍ରସ୍ତୁତି ୟୁନିଟ ପାଇଁ ସେ ଏହି ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଅଧିକାରୀ ସରୋଜିନୀଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow