ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

Aug 5, 2023 - 07:35
Aug 6, 2023 - 07:36
 0  2
ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩
ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ ଶନିବାର ସଂଧ୍ୟା (ଅଗଷ୍ଟ ୫, ସଂଧ୍ୟା ୭ଟା)ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏକ ବଡ଼ ସଫଳତା ଭାବେ ଏହାକୁ ବିବେଚନା କରାଯାଉଛି । ଇସ୍ରୋ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏଣ୍ଡ କମାଣ୍ଡ ନେଟଓ୍ବାର୍କ (ଇସଟ୍ରାକ୍)ଠାରେ ଚନ୍ଦ୍ରଯାନର ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଏପର୍ଯ୍ୟନ୍ତ ଚନ୍ଦ୍ରଯାନ ସଂପୂର୍ଣ୍ଣ ସ୍ୱାଭାବିକ ରହିଛି ଓ ଏହାର ଉପକରଣଗୁଡିକ ସ୍ୱାଭାବିକ କାମ କରୁଛି ବୋଲି ଇସ୍ରୋ କହିଛି । ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ କରିବାକୁ ଚେଷ୍ଟା କରିବ ।

What's Your Reaction?

like

dislike

love

funny

angry

sad

wow