ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ ଦ ଇୟର ପୁରସ୍କାର

Jun 14, 2023 - 02:37
Jun 15, 2023 - 02:38
 0  694
ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ ଦ ଇୟର ପୁରସ୍କାର
ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ ଦ ଇୟର ପୁରସ୍କାର

ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ ଦ ଇୟର ପୁରସ୍କାର
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ 2023 ବର୍ଷ ପାଇଁ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି । ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତର ମୁଦ୍ରାସ୍ଫୀତିକୁ ସଠିକ ଭାବେ ପରିଚାଳନା କରିବା ତଥା ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଦକ୍ଷତାର ସହ ପରିଚାଳନା କରି ସେ ବେଶ ପ୍ରଶଂସିତ ହୋଇଛନ୍ତି । ସେହିପରି କରୋନା ସଙ୍କଟ ବେଳେ ଅର୍ଥନୀତିର ସୁପରିଚାଳନାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ।

What's Your Reaction?

like

dislike

love

funny

angry

sad

wow