ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟ ଦୁର୍ଘଟଣାର ତଦନ୍ତ ଆରମ୍ଭ

Jun 14, 2023 - 02:39
Jun 15, 2023 - 02:42
 0  517
ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟ ଦୁର୍ଘଟଣାର ତଦନ୍ତ ଆରମ୍ଭ
ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟ ଦୁର୍ଘଟଣାର ତଦନ୍ତ ଆରମ୍ଭ

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟ ଦୁର୍ଘଟଣାର ତଦନ୍ତ ଆରମ୍ଭ
ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ୍ ବିଏଫପିପି-୨ ପାୱାର ପ୍ଲାଣ୍ଟରେ ପାଇପ ଫାଟି ହୋଇଥିବା ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବୁଧବାର ଫ୍ୟାକ୍ଟ୍ରି ଆଣ୍ଡ ବୟଲର ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସନ୍ଧ୍ୟା ସୁଦ୍ଧା ଫ୍ୟାକ୍ଟ୍ରି ଆଣ୍ଡ ବ୍ରଇଲର ଉପ ନିର୍ଦେଶକଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି । ଏବେ ଦୁର୍ଘଟଣା ଘଟିଥିବା ସେକ୍ଟର ବନ୍ଦ ରହିଛି । ସେହିପରି ୧୮ କର୍ମଚାରୀ ଆହତ ହୋଇଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow