ନୂଆ ଓକିଲ ନିଯୁକ୍ତ କଲା ଗୋପାଳ

Aug 9, 2023 - 08:07
Aug 10, 2023 - 08:07
 0  6
ନୂଆ ଓକିଲ ନିଯୁକ୍ତ କଲା ଗୋପାଳ
ନୂଆ ଓକିଲ ନିଯୁକ୍ତ କଲା ଗୋପାଳ

ନୂଆ ଓକିଲ ନିଯୁକ୍ତ କଲା ଗୋପାଳ
ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ବୁଧବାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହୋଇଛି । କଡା ସୁରକ୍ଷା ବଳୟରେ ଗୋପାଳକୁ ଚୌଦ୍ୱାର ଜେଲରୁ ଝାରସୁଗୁଡା ଅଣାଯାଇଥିଲା । ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା । ତେବେ ପ୍ରତିପକ୍ଷ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । ତେଣୁ ଗୋପାଳକୁ ଚୌଦ୍ୱାର ଜେଲକୁ ଫେରାଇ ନିଆଯାଇଛି । ଅଭିଯୁକ୍ତ ଗୋପାଳ ନିଜ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତ କରିଛି । ମାମଲାର ପରବର୍ତୀ ଶୁଣାଣି ଅଗଷ୍ଟ ୨୧ରେ ହେବ ।

What's Your Reaction?

like

dislike

love

funny

angry

sad

wow