23ଟି ଜିଲ୍ଲାରେ ଉଦଘାଟିତ ହେଲା ପେପରଲେସ ଅଦାଲତ

Jul 3, 2023 - 10:02
Jul 4, 2023 - 10:02
 0  8
23ଟି ଜିଲ୍ଲାରେ ଉଦଘାଟିତ ହେଲା ପେପରଲେସ ଅଦାଲତ
23ଟି ଜିଲ୍ଲାରେ ଉଦଘାଟିତ ହେଲା ପେପରଲେସ ଅଦାଲତ

23ଟି ଜିଲ୍ଲାରେ ଉଦଘାଟିତ ହେଲା ପେପରଲେସ ଅଦାଲତ
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସୋମବାର ଭର୍ଚ୍ୟୁଆଲ ମାଧ୍ୟମରେ 23ଟି ଜିଲ୍ଲାରେ 50ଟି ପେପରଲେସ ଅଦାଲତ ଉଦଘାଟନ କରିଛନ୍ତି । ଏହାସହିତ ରାଜ୍ୟର ସମୁଦାୟ ପେପରଲେସ ଅଦାଲତ ସଂଖ୍ୟା 84ରେ ପହଞ୍ଚିଛି । ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତ ପେପରଲେସ ହୋଇପାରିଛି । ପୂର୍ବରୁ ସେପ୍ଟେମ୍ବର 17, 2022ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି 34ଟି ପେପରଲେସ ଅଦାଲତ ଉଦଘାଟନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow