ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ସହ ୫ଟି ସଚିବଙ୍କ ଆଲୋଚନା 

Jul 29, 2023 - 08:30
Jul 30, 2023 - 08:30
 0  6
ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ସହ ୫ଟି ସଚିବଙ୍କ ଆଲୋଚନା 
ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ସହ ୫ଟି ସଚିବଙ୍କ ଆଲୋଚନା 

ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ସହ ୫ଟି ସଚିବଙ୍କ ଆଲୋଚନା 
ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ପ୍ରବାସୀ ଓଡ଼ିଆମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟା ଓ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା ନେଇ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି । ସବୁ ମଡେଲକୁ ଅନୁଶୀଳନ କରି ଗୁରୁତର ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଥାନ୍ତି ବୋଲି ୫ଟି ସଚିବ ଭି.କେ ପାଣ୍ଡିଆନ ଆଲୋଚନା ବେଳେ ପ୍ରବାସୀ ଓଡ଼ିଆଙ୍କୁ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow