କ୍ରିପ୍ଟୋ ଟୋକେନ ଠକେଇ ମାମଲା, ରିମାଣ୍ଡରେ ଆସିଲେ ଦୁଇ ଅଭିଯୁକ୍ତ

Aug 8, 2023 - 11:21
Aug 9, 2023 - 11:21
 0  5
କ୍ରିପ୍ଟୋ ଟୋକେନ ଠକେଇ ମାମଲା, ରିମାଣ୍ଡରେ ଆସିଲେ ଦୁଇ ଅଭିଯୁକ୍ତ
କ୍ରିପ୍ଟୋ ଟୋକେନ ଠକେଇ ମାମଲା, ରିମାଣ୍ଡରେ ଆସିଲେ ଦୁଇ ଅଭିଯୁକ୍ତ

କ୍ରିପ୍ଟୋ ଟୋକେନ ଠକେଇ ମାମଲା, ରିମାଣ୍ଡରେ ଆସିଲେ ଦୁଇ ଅଭିଯୁକ୍ତ
କ୍ରିପ୍ଟୋ ନିବେଶ ଆଳରେ ଏକ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଓଡିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୩ ଦିନିଆ ରିମାଣ୍ଡରେ ନେଇଛି । ଏହି ଦୁଇ ଅଭିଯୁକ୍ତ ହେଲେ “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ମୁଖ୍ୟ ଗୁରତେଜ ସିଂହ ସିନ୍ଧୁ ଓ ଏହି ସଂସ୍ଥାର ଓଡିଶା ମୁଖ୍ୟ ନୀରୋଦ ଦାସ । ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଓପିଆଇଡି କୋର୍ଟରେ ଆବେଦନ କରାଯାଇଥିଲା । ତେବେ ଅଦାଲତ ତିନିଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଥିବା ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow