ବାହାନଗା ବିକାଶ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା

Jun 24, 2023 - 07:49
Jun 25, 2023 - 07:49
 0  8
ବାହାନଗା ବିକାଶ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା
ବାହାନଗା ବିକାଶ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା

ବାହାନଗା ବିକାଶ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା
ବାଲେଶ୍ୱର ଜିଲ୍ଲାର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ବାହାନଗାର ବିକାଶ ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଏବଂ ବାହାନଗା ଡାକ୍ତରଖାନାର ଉନ୍ନତି ପାଇଁ ରେଳବାଇ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow