କନ୍ଧମାଳର ସବୁ ସ୍କୁଲ ଓ କଲେଜ ହେବ ରୂପାନ୍ତରିତ 

Jun 16, 2023 - 03:47
Jun 17, 2023 - 03:48
 0  794
କନ୍ଧମାଳର ସବୁ ସ୍କୁଲ ଓ କଲେଜ ହେବ ରୂପାନ୍ତରିତ 
କନ୍ଧମାଳର ସବୁ ସ୍କୁଲ ଓ କଲେଜ ହେବ ରୂପାନ୍ତରିତ 

କନ୍ଧମାଳର ସବୁ ସ୍କୁଲ ଓ କଲେଜ ହେବ ରୂପାନ୍ତରିତ 
କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ ୫ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଭୁକ୍ତ କରିଛନ୍ତି । କନ୍ଧମାଳ ପୋଲିସ ଗ୍ରାଉଣ୍ଡରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ୫ଟି ସଚିବ ଭିକେ ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ତୁରନ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ନୂଆବର୍ଷ ପୂର୍ବରୁ ସବୁ ସ୍କୁଲ, କଲେଜର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀର ସୁବିଧା ପାଇବେ ।

What's Your Reaction?

like

dislike

love

funny

angry

sad

wow