ଆନ୍ତର୍ଜାତିକ କ୍ରୀଡାବିତଙ୍କ ରହିବା ଓ ଖାଦ୍ୟପେୟ ଭତ୍ତା ବଢିଲା 

Jun 16, 2023 - 03:29
Jun 17, 2023 - 03:30
 0  840
ଆନ୍ତର୍ଜାତିକ କ୍ରୀଡାବିତଙ୍କ ରହିବା ଓ ଖାଦ୍ୟପେୟ ଭତ୍ତା ବଢିଲା 
ଆନ୍ତର୍ଜାତିକ କ୍ରୀଡାବିତଙ୍କ ରହିବା ଓ ଖାଦ୍ୟପେୟ ଭତ୍ତା ବଢିଲା 

ଆନ୍ତର୍ଜାତିକ କ୍ରୀଡାବିତଙ୍କ ରହିବା ଓ ଖାଦ୍ୟପେୟ ଭତ୍ତା ବଢିଲା 
ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଉଥିବା କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତାଙ୍କ ରହିବା ଓ ଖାଦ୍ୟପେୟ ବାବଦରେ ମିଳୁଥିବା ଭତ୍ତାର ସର୍ବୋଚ୍ଚ ସୀମାକୁ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସଂଶୋଧିତ କରି ୬୬ ପ୍ରତିଶତ ବୃଦ୍ଧି କରିଛନ୍ତି । ତେବେ ଏହା କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତାମାନଙ୍କ କ୍ଷେତ୍ରରେ ଲାଗୁ ହେବ । ସଂଶୋଧିତ ନିୟମ ଅନୁଯାୟୀ, ବିଦେଶରେ ଅନୁମୋଦିତ ପ୍ରତିଯୋଗିତାରେ ଭାଗ ନେଉଥିବା କ୍ରୀଡାବିତ ଓ ସହାୟକ କର୍ମଚାରୀମାନେ ଏବେ ଦିନକୁ ୨୫୦ ଡଲାର ପାଇବେ ।

What's Your Reaction?

like

dislike

love

funny

angry

sad

wow