ବନକଲାଗି ନୀତି ବିବାଦ ସମାଧାନ ପାଇଁ ଶୁକ୍ରବାର ବୈଠକ

Jul 27, 2023 - 07:23
Jul 28, 2023 - 07:23
 0  4
ବନକଲାଗି ନୀତି ବିବାଦ ସମାଧାନ ପାଇଁ ଶୁକ୍ରବାର ବୈଠକ
ବନକଲାଗି ନୀତି ବିବାଦ ସମାଧାନ ପାଇଁ ଶୁକ୍ରବାର ବୈଠକ

ବନକଲାଗି ନୀତି ବିବାଦ ସମାଧାନ ପାଇଁ ଶୁକ୍ରବାର ବୈଠକ
ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ ସମାଧାନ ପାଇଁ ଜୁଲାଇ ୨୮ (ଶୁକ୍ରବାର) ନୀତି ସବକମିଟି ବୈଠକ ହେବ । ଆସନ୍ତା ବୁଧବାର ବନକଲାଗି କରିବାକୁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow