ରାଜ୍ୟରେ ଅକ୍ଟୋବରରୁ ହେବ ବାଘ ଗଣନା 

Jul 29, 2023 - 08:27
Jul 30, 2023 - 08:27
 0  5
ରାଜ୍ୟରେ ଅକ୍ଟୋବରରୁ ହେବ ବାଘ ଗଣନା 
ରାଜ୍ୟରେ ଅକ୍ଟୋବରରୁ ହେବ ବାଘ ଗଣନା 

ରାଜ୍ୟରେ ଅକ୍ଟୋବରରୁ ହେବ ବାଘ ଗଣନା 
ରାଜ୍ୟରେ ଅକ୍ଟୋବର ମାସରୁ ବାଘ ଗଣନା ଆରମ୍ଭ ହେବ । ଏହା ଦେଢ ମାସ ପର୍ଯ୍ୟନ୍ତ ଚାଲିବ । ବନ ବିଭାଗ ଦ୍ୱାରା ଦୁଇଟି ପଦ୍ଧତିରେ ବାଘ ଗଣନା କରାଯିବ । ତାହା ହେଲା ଲାଇନ ଟ୍ରାନ୍ସାକ୍ଟ ଓ କ୍ୟାମେରା ଟ୍ରାପ । ଶିମିଳିପାଳ ଅଭୟାରଣ୍ୟକୁ ବାଘ ପ୍ରଜନନ ପାଇଁ ଦେଶର ସବୁଠାରୁ ଭଲ ସ୍ଥାନ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଘୋଷଣା କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow