ଶିମିଳିପାଳରେ ବଢିଲା ବାଘ ସଂଖ୍ୟା

Jul 29, 2023 - 08:25
Jul 30, 2023 - 08:25
 0  5
ଶିମିଳିପାଳରେ ବଢିଲା ବାଘ ସଂଖ୍ୟା
ଶିମିଳିପାଳରେ ବଢିଲା ବାଘ ସଂଖ୍ୟା

ଶିମିଳିପାଳରେ ବଢିଲା ବାଘ ସଂଖ୍ୟା
ରାଜ୍ୟରେ ମହାବଳ ବାଘ ସଂଖ୍ୟା ହ୍ରାସ ପାଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ବଢିଛି । ରାଜ୍ୟରେ ଏବେ ସମୁଦାୟ ମହାବଳ ବାଘ ସଂଖ୍ୟା ୨୦ ରହିଥିବା ବେଳେ ଶିମିଳିପାଳରେ ବାଘ ସଂଖ୍ୟା ୧୬ ରହିଛି । ୨୦୧୮ରେ ରାଜ୍ୟରେ ବାଘ ସଂଖ୍ୟା ୨୮ ଥିଲା । ଉଲ୍ଲେଖଯୋଗ୍ୟ ଶିମିଳିପାଳରେ ବାଘ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି । ପୂର୍ବରୁ ସେଠାରେ ବାଘ ସଂଖ୍ୟା ୮ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୧୬ରେ ପହଞ୍ଚିଛି । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ରିପୋର୍ଟରୁ ଏହା ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow