ଦେଶରେ କୋଇଲା ସଙ୍କଟ ନାହିଁ- କୋଇଲା ମନ୍ତ୍ରଣାଳୟ

Jul 18, 2023 - 06:56
Jul 19, 2023 - 06:57
 0  8
ଦେଶରେ କୋଇଲା ସଙ୍କଟ ନାହିଁ- କୋଇଲା ମନ୍ତ୍ରଣାଳୟ
ଦେଶରେ କୋଇଲା ସଙ୍କଟ ନାହିଁ- କୋଇଲା ମନ୍ତ୍ରଣାଳୟ

ଦେଶରେ କୋଇଲା ସଙ୍କଟ ନାହିଁ- କୋଇଲା ମନ୍ତ୍ରଣାଳୟ
ଦେଶର ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ (ଟିପିପି) ପାଇଁ ପର୍ଯ୍ୟାପ୍ତ କୋଇଲା ମହଜୁଦ ଅଛି । 
ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।  ଜୁଲାଇ ୧୬, ୨୦୨୩ ସୁଦ୍ଧା କୋଇଲା ଷ୍ଟକ୍ ୩୩.୪୬ ନିୟୁତ ଟନ୍ (ମେଟ୍ରିକ୍ ଟନ୍) ଥିବା ବେଳେ ଗତ ବର୍ଷ ଏହି ସମୟ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ ରହିଛି । ଖଣି ଶେଷରେ ପିଟହେଡ୍ କୋଇଲା ଷ୍ଟକ୍, ଟ୍ରାନଜିଟ ଏବଂ ଟିପିପି ସମେତ ସମସ୍ତ ସ୍ଥାନରେ କୋଇଲା ଉପଲବ୍ଧତା ୧୦୩ ମେଟ୍ରିକ୍ ଟନ୍ ରହିଛି, ଯାହା ଗତବର୍ଷ ୭୬.୮୫ ମେଟ୍ରିକ୍ ଟନ୍ ଥିଲା, ଯାହା କି ୩୪% ଅଧିକ। ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ଜେନକୋ ଏବଂ ରାଜ୍ୟ ଜେନକୋ ସହିତ ମଧ୍ୟ ଘନିଷ୍ଠ ସମନ୍ୱୟ ରଖିଛି ଏବଂ ଶକ୍ତି କ୍ଷେତ୍ର ପାଇଁ କୋଇଲାର କୌଣସି ଅଭାବ ନାହିଁ  ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow