ବୁଧବାର ଠାରୁ ଆରମ୍ଭ ହେବ ମେରି ମାଟି, ମେରା ଦେଶ ଅଭିଯାନ

Aug 8, 2023 - 12:05
Aug 9, 2023 - 12:05
 0  6
ବୁଧବାର ଠାରୁ ଆରମ୍ଭ ହେବ ମେରି ମାଟି, ମେରା ଦେଶ ଅଭିଯାନ
ବୁଧବାର ଠାରୁ ଆରମ୍ଭ ହେବ ମେରି ମାଟି, ମେରା ଦେଶ ଅଭିଯାନ

ବୁଧବାର ଠାରୁ ଆରମ୍ଭ ହେବ ମେରି ମାଟି, ମେରା ଦେଶ ଅଭିଯାନ
ବୁଧବାର (ଅଗଷ୍ଟ ୯)ରୁ ସାରା ଦେଶରେ ମେରି ମାଟି, ମେରା ଦେଶ ଅଭିଯାନ ଆରମ୍ଭ ହେବ । ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଅଗଷ୍ଟ ୯ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଏହି ଅଭିଯାନ ଦେଶର ସମସ୍ତ ଗାଁ, ବ୍ଲକ, ସହରାଞ୍ଚଳ, ରାଜ୍ୟଗୁଡିକରେ ଜାରି ରହିବ । ଏହି ଅଭିଯାନରେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ସ୍ମରଣ କରିବାକୁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେମାନଙ୍କ ସ୍ମୃତିରେ ଗ୍ରାମ ପଞ୍ଚାୟତରେ ସ୍ମାରକୀ ସ୍ଥାପିତ କରାଯିବ । ଏହି ଅଭିଯାନ ଆଜାଦୀର ଅମୃତ ମହୋତ୍ସବର ସମାପନ ଅବସରରେ ଆୟୋଜିତ ହେଉଛି ।

What's Your Reaction?

like

dislike

love

funny

angry

sad

wow