ଅଗ୍ନିଶମ ସେବା ବିଭାଗ ପାଇଁ ୨୬ ପଦବୀ ଅନୁମୋଦିତ

Jul 20, 2023 - 08:20
Jul 21, 2023 - 08:20
 0  7
ଅଗ୍ନିଶମ ସେବା ବିଭାଗ ପାଇଁ ୨୬ ପଦବୀ ଅନୁମୋଦିତ
ଅଗ୍ନିଶମ ସେବା ବିଭାଗ ପାଇଁ ୨୬ ପଦବୀ ଅନୁମୋଦିତ

ଅଗ୍ନିଶମ ସେବା ବିଭାଗ ପାଇଁ ୨୬ ପଦବୀ ଅନୁମୋଦିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥିମଧ୍ୟରେ ତିନିଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନିଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି । ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇ ପାରିବ ।

What's Your Reaction?

like

dislike

love

funny

angry

sad

wow