ପିଙ୍କ୍ ହ୍ୱାଟସଆପ୍ ପାଇଁ ସତର୍କ କଲା ଓଡିଶା ପୋଲିସ

Jul 10, 2023 - 16:12
 0  6
ପିଙ୍କ୍ ହ୍ୱାଟସଆପ୍ ପାଇଁ ସତର୍କ କଲା ଓଡିଶା ପୋଲିସ


ପିଙ୍କ୍
ହ୍ୱାଟସଆପ୍ ସାଇବର ଠକଙ୍କ ନୂଆ ଫଣ୍ଡା ଥରେ ମାତ୍ର ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ବ୍ୟାଙ୍କ ଡାଟା ପିଙ୍କ ହ୍ଵାଟ୍ସଆପ ସ୍କାମ ଏବେ ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ନେଇ ଆଡଭାଇଜରି ଜାରି କରିଛି ଓଡିଶା ପୋଲିସ । ଫସିବା ପୂର୍ବରୁ ପିଙ୍କ ହ୍ଵାଟ୍ସଆପକୁ ବେଳହୁଁ ସାବଧାନ ଆପଣଙ୍କ ମୋବାଇଲକୁ ଅପଡେଟେଡ଼ ହ୍ଵାଟ୍ସଆପ ଡାଉନଲୋଡ କରିବାକୁ କିଛି ଲିଙ୍କ ଆସୁଛି କି ? ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ କ୍ଲିକ କରିବା ମାତ୍ରେ ହ୍ୟାକର ପଠାଇଥିବା ପିଙ୍କ ହ୍ବାଟ୍ସଆପ୍ ଅପଲୋଡ଼ ହୋଇଯିବ ଏହି ଭାଇରସ ସଫ୍ଟୱେର ଜରିଆରେ ଫୋନର ସମସ୍ତ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟ ଚୋରି ହେଇଯିବ ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କୁ ମଧ୍ୟ ସ୍କାନରକୁ ନେଇଯିବ ହ୍ୟାକର ଏପରିକି ଆପଣଙ୍କ ହ୍ଵାଟ୍ସଆପ୍ ନମ୍ବରରୁ ବିଭିନ୍ନ ଗ୍ରୁପକୁ ଅଶ୍ଳୀଳ ମେସେଜ ପଠାଇବ ଏଭଳି ସ୍କାମକୁ ନେଇ ଓଡିଶା ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି

ଯେବେ ଆପଣଙ୍କ ହ୍ୱାଟସଅପ ଅପଡେଟ ପାଇଁ ଏକ ମେସେଜ ସହ ଲିଙ୍କ ଆସି  ଆଉ ଆକର୍ଷିତ କରିବା ଭଳି ଏହା ଗୋଲାପୀ ରଙ୍ଗର ଥିବ ତେବେ ନିଶ୍ଚିତଭାବେ ଆପଣ ବେଶ ଉତ୍ସାହିତ ହେବେ କିଛି ନଭାବି ହୁଏତ ଏହି ଲିଙ୍କ ଉପରେ କ୍ଲିକ କରି ଅପଡେଟ ମଧ୍ୟ କରିବେ ଏହା ଏକ ସ୍ୱାଭାବିକ କଥା କିନ୍ତୁ ୟାପରେ କଣ ଘଟିବ ସେକଥା ହୁଏତ ଆପଣ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ କାରଣ ଲୁଟିବା ପାଇଁ ସାଇବର ଠକଙ୍କ ନୂଆ ଉପାୟ ଆପଣାଉଛନ୍ତି ଥରେ ମାତ୍ର ଏହି ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ବ୍ୟାଙ୍କ ସମ୍ବନ୍ଧିତ ସମସ୍ତ ତଥ୍ୟ ଏବେ ଏବେ ଏହି ସ୍କାମ କରୁଛି ପିଙ୍କ ହ୍ୱାଟସଅଫ ଯାହା ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି  ଅପଡେଟ ହ୍ୱାଟସଅଫ ସମୟରେ ଏକ ଡାଉନଲୋଡ ପାଇଁ ଏକ ଲିଙ୍କ ଆସୁଛି ଯାହାର ରଙ୍ଗ ହୋଇଛି ଗୋଲାପୀ ଏହା ଉପରେ କ୍ଲିକ କରିବା ମାତ୍ରକେ ବ୍ୟାଙ୍କ ତଥ୍ୟଠୁ ନେଇ ମୋବାଇଲ ୟୁଜର୍ରସଙ୍କ ସମସ୍ତ ତଥ୍ୟ ହ୍ୟାକରଙ୍କ ନିକଟକୁ ଚାଲିଯାଉଛି ଭାଇରସ ସପ୍ଟୱେୟାର ଜରିଆରେ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ତଥ୍ୟ ଚୋରି କରୁଛି ଆପଣଙ୍କ ଫୋନରେ ଥିବା ସମସ୍ତ କଂଟାକ୍ଟ ନମ୍ବର ମଧ୍ୟ ଚୋରି ହୋଇପାରେ ଆପଣଙ୍କ ନମ୍ବରରୁ ବିଭିନ୍ନ ଗ୍ରୁପକୁ ଅଶ୍ନୀଳ ମେସେଜ ମଧ୍ୟ ପଠାଯାଇପାରେ ଏହି ପିଙ୍କ ହ୍ୱାଟସଅଫ ହେଉଛି ଅସଲି ହ୍ୱାଟସଅପର ନକଲ ୨୦୨୧ ମସିହାରେ ପ୍ରଥମଥର ପାଇ ଏହା ସମ୍ପର୍କରେ ଜଣାପଡିଥିଲା  

 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.