ଓଡିଶା ସିଭିଲ ସେବା- ୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ରହିତାଦେଶ

Jul 25, 2023 - 07:08
Jul 26, 2023 - 07:09
 0  5
ଓଡିଶା ସିଭିଲ ସେବା- ୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ରହିତାଦେଶ
ଓଡିଶା ସିଭିଲ ସେବା- ୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ରହିତାଦେଶ

ଓଡିଶା ସିଭିଲ ସେବା- ୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ରହିତାଦେଶ
ଓଡିଶା ସିଭିଲ୍‌‌ ସର୍ଭିସ (ଓସିଏସ) -୨୦୨୧ ପରୀକ୍ଷାଫଳ ପ୍ରକାଶନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଏ.କେ. ମହାପାତ୍ର । ତେବେ ଚୟନ ପ୍ରକ୍ରିୟା ଜାରି ରହିବ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

What's Your Reaction?

like

dislike

love

funny

angry

sad

wow