ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ

Jul 25, 2023 - 07:06
Jul 26, 2023 - 07:06
 0  5
ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ
ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ

ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ
ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରୁ ମଙ୍ଗଳବାର ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି । ସୋମବାର ୩ଟି ଗେଟ ଖୋଲାଯାଇଥିଲା ବେଳେ ରବିବାର ୫ଟି ଗେଟ ଖୋଲାଯାଇଛି । ଏବେ ସମୁଦାୟ ୧୨ଟି ଗେଟ ଖୋଲା ରହିଛି । ବାମ ପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ୱର ୪ଟି ଗେଟ ଖୋଲାଯାଇଛି । ଏହାର ପ୍ରଭାବରେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି | ଉଲ୍ଲେଖଯୋଗ୍ୟ, ରବିବାର ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ୫ଟି ଗେଟ ଖୋଲାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow