ପାରାଦୀପ ବନ୍ଦରର ନୂଆ ରେକର୍ଡ

Aug 10, 2023 - 07:25
Aug 11, 2023 - 07:26
 0  6
ପାରାଦୀପ ବନ୍ଦରର ନୂଆ ରେକର୍ଡ
ପାରାଦୀପ ବନ୍ଦରର ନୂଆ ରେକର୍ଡ

ପାରାଦୀପ ବନ୍ଦରର ନୂଆ ରେକର୍ଡ
ପାରାଦୀପ ବନ୍ଦର ଅଗଷ୍ଟ ୮, ୨୦୨୩ରେ ୫୦.୧୬ ଏମଏମଟି କାର୍ଗୋ ପରିବହନ କରି ଏକ ବଡ ଉପଲବ୍ଧି ହାସଲ କରିଛି । ବିଗତ ଆର୍ଥିକ ବର୍ଷର ଏହି ଅବଧି ତୁଳନାରେ ଏହା ୬.୫ ପ୍ରତିଶତ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷର ୧୨୯ ଦିନରେ ବନ୍ଦର ଏହି ଉପଲବ୍ଧି ହାସଲ କରିଥିବା ବେଳେ ଗତ ବର୍ଷ ଏହି ଉପଲବ୍ଧି ହାସଲ ପାଇଁ ସମୟ ଅବଧି ୧୪୦ ଦିନ ରହିଥିଲା । ଆମ ସମର୍ପିତ କର୍ମଶକ୍ତିର ନିରବଚ୍ଛିନ୍ନ ସମର୍ଥନ ଓ ଦେଶର ସାମୂହିକ ଇଚ୍ଛା ଯୋଗୁଁ ପାରାଦୀପ ବନ୍ଦର ଏହି ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଥ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow