ଭୁବନେଶ୍ୱରରେ ଖୋଲିଲା ଏନସିବି କାର୍ଯ୍ୟାଳୟ

Jul 17, 2023 - 07:40
Jul 18, 2023 - 07:40
 0  5
ଭୁବନେଶ୍ୱରରେ ଖୋଲିଲା ଏନସିବି କାର୍ଯ୍ୟାଳୟ
ଭୁବନେଶ୍ୱରରେ ଖୋଲିଲା ଏନସିବି କାର୍ଯ୍ୟାଳୟ

ଭୁବନେଶ୍ୱରରେ ଖୋଲିଲା ଏନସିବି କାର୍ଯ୍ୟାଳୟ
ଭୁବନେଶ୍ୱରରେ ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର କାର୍ଯ୍ୟାଳୟ ଉଦଘାଟିତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ଉଦଘାଟନ କରିଛନ୍ତି । ରାଜ୍ୟରେ ଡ୍ରଗସ୍ କାରବାର, ବିଶେଷ କରି ଗଞ୍ଜେଇ ଚାଷ ନିୟନ୍ତ୍ରଣ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।

What's Your Reaction?

like

dislike

love

funny

angry

sad

wow