‘ଜେଲର୍’ ପାଇଁ ଛୁଟି

Aug 10, 2023 - 07:32
Aug 11, 2023 - 07:33
 0  5
‘ଜେଲର୍’ ପାଇଁ ଛୁଟି
‘ଜେଲର୍’ ପାଇଁ ଛୁଟି

‘ଜେଲର୍’ ପାଇଁ ଛୁଟି
ଗୁରୁବାର ମୁକ୍ତିଲାଭ କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ର ‘ଜେଲର୍’ ପାଇଁ ଚେନ୍ନାଇ, ବେଙ୍ଗାଲୁରୁରେ କଲେଜ ଓ ଅଫିସଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ସୁପରଷ୍ଟାର ରଜନୀକାନ୍ତ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଅଭିନୟ ଜଗତକୁ ଫେରି ଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଏହି ଫିଲ୍ମର ଟିକେଟ ମାଗଣାରେ ପ୍ରଦାନ କରିଛନ୍ତି । ଏହି ଚଳଚ୍ଚିତ୍ର ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିବା କେତେକ କମ୍ପାନୀର କର୍ମଚାରୀମାନଙ୍କୁ ସେମାନଙ୍କ ମାଲିକମାନେ ଟିକେଟ ବିତରଣ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow