ଅଗଷ୍ଟ ୧୫ରୁ କିଲୋ ୫୦ ଟଙ୍କାରେ ଟମାଟୋ ବିକିବ ଏନସିସିଏଫ ଓ ନାଫେଡ

Aug 14, 2023 - 07:48
Aug 15, 2023 - 07:48
 0  6
ଅଗଷ୍ଟ ୧୫ରୁ କିଲୋ ୫୦ ଟଙ୍କାରେ ଟମାଟୋ ବିକିବ ଏନସିସିଏଫ ଓ ନାଫେଡ
ଅଗଷ୍ଟ ୧୫ରୁ କିଲୋ ୫୦ ଟଙ୍କାରେ ଟମାଟୋ ବିକିବ ଏନସିସିଏଫ ଓ ନାଫେଡ

ଅଗଷ୍ଟ ୧୫ରୁ କିଲୋ ୫୦ ଟଙ୍କାରେ ଟମାଟୋ ବିକିବ ଏନସିସିଏଫ ଓ ନାଫେଡ
ଅଗଷ୍ଟ ୧୫ରୁ କିଲୋ ପ୍ରତି ୫୦ ଟଙ୍କା ଦରରେ ଟମାଟୋ ବିକ୍ରି କରିବାକୁ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଓ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ଟମାଟୋର ହୋଲସେଲ ଦର କମିଥିବାରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏନସିସିଏଫ ଓ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋର ଖୁଚୁରା ଦର ପ୍ରଥମ କିଲୋ ପ୍ରତି ୯୦ ଟଙ୍କା ଥିଲା, ତେବେ ଜୁଲାଇ ୧୬ରେ ଏହାକୁ ହ୍ରାସ କରି କିଲୋ ପ୍ରତି ୮୦ ଟଙ୍କା, ପୁଣି ଜୁଲାଇ ୨୦ରେ କିଲୋପ୍ରତି  ୭୦ ଟଙ୍କା କରାଯାଇଥିଲା । ଏବେ ଖାଉଟିଙ୍କ ସୁବିଧା ପାଇଁ ଏହାକୁ କିଲୋଗ୍ରାମ ପ୍ରତି ୫୦ ଟଙ୍କାରେ ବିକ୍ରି କରାଯିବ ।

What's Your Reaction?

like

dislike

love

funny

angry

sad

wow