ସିଭିଲ ସର୍ଭିସ (ପ୍ରିଲିମିନାରି)- 2023 ପରୀକ୍ଷା ଫଳ ପ୍ରକାଶିତ

Jun 12, 2023 - 14:29
Jun 13, 2023 - 14:29
 0  350
ସିଭିଲ ସର୍ଭିସ (ପ୍ରିଲିମିନାରି)- 2023 ପରୀକ୍ଷା ଫଳ ପ୍ରକାଶିତ
ସିଭିଲ ସର୍ଭିସ (ପ୍ରିଲିମିନାରି)- 2023 ପରୀକ୍ଷା ଫଳ ପ୍ରକାଶିତ

ସିଭିଲ ସର୍ଭିସ (ପ୍ରିଲିମିନାରି)- 2023 ପରୀକ୍ଷା ଫଳ ପ୍ରକାଶିତ
ସଂଘ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ (ପ୍ରିଲିମିନାରି)- 2023 ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ମେ 28,2023ରେ ଏହି ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ (ମେନ) ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଆବଦେନ ପତ୍ର-1 (ଡିଏଏଫ-1) ପୂରଣ କରି ସିଭିଲ ସର୍ଭିସ (ମେନ) ପରୀକ୍ଷା ପାଇଁ ଆବେଦନ କରିବାକୁ ହେବ । ଡିଏଏଫ-1 ପୂରଣ ଓ ଦାଖଲ କରିବାର ତାରିଖ ଏବଂ ଏ ସମ୍ପର୍କରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା  https://upsc.gov.in ୱେବସାଇଟରେ ଉପଲବ୍ଧ ହେବ ।

What's Your Reaction?

like

dislike

love

funny

angry

sad

wow