ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

Aug 3, 2023 - 09:11
Aug 4, 2023 - 09:11
 0  4
ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ
ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ
ଦୀର୍ଘ ୧୮ ଦିନ ପରେ ଗୁରୁବାର ଖୋଲିଛି ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ । ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବନ୍ଦ ଅବଧି ମଧ୍ୟରେ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ମାର୍କେଟ ବିଲଡିଂ ଖୋଲିବା ପରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ କିଛି ନିୟମ ଜାରି କରାଯାଇଛି । ଏହି ନିୟମ ମୁତାବକ ଏବେ ଉଭୟ ଗେଟ୍ ନିକଟରେ କେହି ଜବରଦଖଲ କରି ଦୋକାନ ଖୋଲିପାରିବେ ନାହିଁ । ଏ ନେଇ ମାର୍କେଟ୍ ବିଲଡିଂ ପକ୍ଷରୁ ଏକ କୋର କମିଟି ଗଠିତ ହେବ ।

What's Your Reaction?

like

dislike

love

funny

angry

sad

wow