ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଅଜନ୍ତା ସର୍କସ

Jun 8, 2023 - 03:12
Jun 9, 2023 - 03:12
 0  594
ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଅଜନ୍ତା ସର୍କସ
ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଅଜନ୍ତା ସର୍କସ

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଅଜନ୍ତା ସର୍କସ
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱରକୁ ଆସିଛି ଅଜନ୍ତା ସର୍କସ । ରାମମନ୍ଦିର ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଗୁରୁବାର ଠାରୁ ଏହି ସର୍କସ ପ୍ରଦର୍ଶନ ଆରମ୍ଭ ହୋଇଛି । ଗୁରୁବାର ଉଦଘାଟନୀ ସନ୍ଧ୍ୟା ୭ଟାରେ ପ୍ରଥମ ଶୋ ହୋଇଛି । ଏଥିରେ ଇଥିଓପିଆ ଓ ନାଇଜେରିଆର କଳାକାରମାନେ ଜିମ୍ନାଷ୍ଟିକ ଖେଳ ପ୍ରଦର୍ଶନ କରିବେ । ଭୁବନେଶ୍ୱରରେ ଏହି ସର୍କସ ୪୦ ଦିନ ଧରି ଚାଲିବ ।  ଏହି ସର୍କସର ଦୁଇଟି ଇଭନିଂ ଓ ଦୁଇଟି ନାଇଟ ଶୋ ହେବ । ସ୍ପେଶାଲ ସର୍କଲ ଟିକେଟର ଦାମ ତିନି ଶହ ଟଙ୍କା ରହିଥିବା ବେଳେ, ସୁପର ସର୍କଲର ଟିକେଟ ଦାମ ଦୁଇ ଶହ ଟଙ୍କା, କମନ ସର୍କଲର ଶହେ ଟଙ୍କା ଓ ପ୍ରାଇମ ସର୍କଲର ଟିକେଟ ଦାମ ଦେଢ ଶହ ଟଙ୍କା ରହିଛି ।

What's Your Reaction?

like

dislike

love

funny

angry

sad

wow