ବ୍ଲୁଟିକ୍ ପାଇଁ ଫେସବୁକ୍ ନେବ ଟଙ୍କା!

Jun 8, 2023 - 03:14
Jun 9, 2023 - 03:14
 0  294
ବ୍ଲୁଟିକ୍ ପାଇଁ ଫେସବୁକ୍ ନେବ ଟଙ୍କା!
ବ୍ଲୁଟିକ୍ ପାଇଁ ଫେସବୁକ୍ ନେବ ଟଙ୍କା!

ବ୍ଲୁଟିକ୍ ପାଇଁ ଫେସବୁକ୍ ନେବ ଟଙ୍କା!
ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବ୍ଲୁଟିକ ନିୟମ ଟ୍ୱିଟର ପରିବର୍ତ୍ତନ କରିବା ପରେ ଏବେ ଫେସବୁକ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ଓ ବିଭିନ୍ନ ସଂସ୍ଥାର ଫେସବୁକ ପେଜ ପାଇଁ ଦେୟ ନେବାକୁ ଘୋଷଣା କରିଛି । ଫେସ୍‌ବୁକରେ ବ୍ଲୁ ଟିକ୍ ପାଇଁ ଭାରତୀୟ ମୁଦ୍ରାରେ ମାସକୁ ୬୯୯ ଟଙ୍କା ନେବାକୁ ଘୋଷଣା କରାଯାଇଛି । ୟୁଜର୍ସମାନେ ପରିଚୟ ପତ୍ର ମାଧ୍ୟମରେ ନିଜର ଆକାଉଣ୍ଟ ଭେରିଫାଏ କରିବା ପରେ ବ୍ଲୁଟିକ୍‌ ପାଇଁ ଦେୟ ପ୍ରଦାନ କରି ଆବେଦନ କରିପାରିବେ । ଫେସ୍‌ବୁକ୍‌ ସହ ଇନଷ୍ଟାରେ ମଧ୍ୟ ବ୍ଲୁଟିକ୍‌ ପାଇଁ ଟଙ୍କା ଦେବାକୁ ହେବ ।

What's Your Reaction?

like

dislike

love

funny

angry

sad

wow