୧୪ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ

Aug 1, 2023 - 07:42
Aug 2, 2023 - 07:42
 0  3
୧୪ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ
୧୪ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ

୧୪ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ
ରାଜ୍ୟର ୧୪ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ନୂତନ ଅଧ୍ୟକ୍ଷମାନେ ହେଲେ, ଅନୁଗୁଳ – ସଦାଶିବ ନାୟକ, ବାଲେଶ୍ୱର– ମଦନ ମୋହନ ମାଝୀ, ବଲାଙ୍ଗୀର – ବ୍ରଜମୋହନ ବିଶୋଇ, ବୌଦ୍ଦ – ଭଗବାନ କହଁର, ଢେଙ୍କାନାଳ – ସୁରେନ୍ଦ୍ର ହେମ୍ବ୍ରମ, ଯାଜପୁର – ଲମ୍ବୋଦର ମୁଣ୍ଡା, କଳାହାଣ୍ଡି – ଶିବାଜୀ ମାଝୀ, ନୂଆପଡା– ଭଗତରାମ ମାଝୀ, ସମ୍ବଲପୁର – ଶୋଭାରାମ ପ୍ରଧାନ, ଦେବଗଡ – ପାଞ୍ଜିଆ ଭୋଇ, ବରଗଡ – ସୁଶୀଳା ଭୋଇ, ଝାରସୁଗୁଡା – ମୋହନ କିଶାନ, ନୟାଗଡ – ଜାନକୀ ଦେହୁରୀ, ଗଞ୍ଜାମ– ବିଦ୍ୟାଧର ଜାନୀ । ଉଲ୍ଲେଖଯୋଗ୍ୟ, ୨୦୧୭ରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବାକୁ ନିଷ୍ପତ୍ତି ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow