ଆହାର ସମିତିକୁ ପ୍ରଦାନ କରାଗଲା ୧୧ କୋଟି ୧୭ ଲକ୍ଷ ଟଙ୍କା

Jun 24, 2023 - 08:04
Jun 25, 2023 - 08:05
 0  8
ଆହାର ସମିତିକୁ ପ୍ରଦାନ କରାଗଲା ୧୧ କୋଟି ୧୭ ଲକ୍ଷ ଟଙ୍କା

ଆହାର ସମିତିକୁ ପ୍ରଦାନ କରାଗଲା ୧୧ କୋଟି ୧୭ ଲକ୍ଷ ଟଙ୍କା
ଆହାର ଅଭିଯାନକୁ ଆଗେଇ ନେବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ୧୬୭ ଆହାର କେନ୍ଦ୍ର ଓ ୨୭ ଆହାର ରୋଷେଇଶାଳା ପରିଚାଳନା ଦାୟିତ୍ୱ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି । ରାଜ୍ୟରେ କାର୍ଯ୍ୟକ୍ଷମ ୧୬୭ ଆହାର କେନ୍ଦ୍ରର ପରିଚାଳନା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି । ସବୁ ପୌରାଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଆହାର କେନ୍ଦ୍ରରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ୫ଟଙ୍କାରେ ମଧ୍ୟାହ୍ନ ଭୋଜନ ମିଳୁଛି ।

What's Your Reaction?

like

dislike

love

funny

angry

sad

wow