ମଙ୍ଗଳବାର ଓଡିଶା ଆସିବେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ । ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସେ ଭେଟିବା ସହ ମୃତାହତଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ।

Jun 6, 2023 - 05:17
 0  69
ମଙ୍ଗଳବାର ଓଡିଶା ଆସିବେ ମମତା

What's Your Reaction?

like

dislike

love

funny

angry

sad

wow