ଏପ୍ରିଲ 18ରୁ ସଚିବମାନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ

ଏପ୍ରିଲ 18ରୁ ବିଭିନ୍ନ ବିଭାଗର ସଚିବମାନେ ଜିଲ୍ଲାଗୁଡିକୁ ଗସ୍ତ କରିବେ । ସେମାନେ ଜିଲ୍ଲା ସ୍ତରରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରିବେ । ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ପଛେଇ ଯାଇଥିବା, ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ଆଦି ଏହି ଗସ୍ତ ବେଳେ ସମୀକ୍ଷା ହେବ ।

Jun 5, 2023 - 12:05
 0  156
ଏପ୍ରିଲ 18ରୁ ସଚିବମାନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ

What's Your Reaction?

like

dislike

love

funny

angry

sad

wow