ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଜୁନ ୯- ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ କପ୍-୨୦୨୩ ।

Jun 6, 2023 - 06:57
 0  245
ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଜୁନ ୯- ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ କପ୍-୨୦୨୩ । ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଭାରତୀୟ ଦଳର କୋଚ ଇଗୋର ଷ୍ଟିମାକ ଓ ଭାରତୀୟ ଫୁଟବଲ ସଂଘର ସାଧାରଣ ସମ୍ପାଦକ ଡଃ ଶାଜି ପ୍ରଭାକରନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ କିଣିଛନ୍ତି । ଚାରିଟି ଦେଶ ଭାରତ, ଲେବାନନ, ମଙ୍ଗୋଲିଆ ଓ ବାନୁଆତୁ ଫୁଟବଲ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

What's Your Reaction?

like

dislike

love

funny

angry

sad

wow