ବଢିଲା ବସଭଡା |

ତେଲ ଦର ଲଗାତର ବଢି ଚାଲିଥିବାରୁ ରାଜ୍ୟରେ ବସ୍‌ଭଡ଼ା ବୃଦ୍ଧି ହୋଇଛି ।

Jun 5, 2023 - 06:51
 0  740
ବଢିଲା ବସଭଡା |

ତେଲ ଦର ଲଗାତର ବଢି ଚାଲିଥିବାରୁ ରାଜ୍ୟରେ ବସ୍‌ଭଡ଼ା ବୃଦ୍ଧି ହୋଇଛି । ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସା, ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବଢିଛି । ସେହିପରି ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସା, ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି ।

What's Your Reaction?

like

dislike

love

funny

angry

sad

wow