ସିଙ୍ଗାପୁରରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ

ଭାରତୀୟ ନୌସେନାର ଜାହାଜ ଆଇଏନଏସ ସତପୁରା ଓ ଆଇଏନଏସ ଦିଲ୍ଲୀ ସୋମବାର ସିଙ୍ଗାପୁରରେ ପହଞ୍ଚିଛି ।

Jun 5, 2023 - 08:58
 0  495
ସିଙ୍ଗାପୁରରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ

ଭାରତୀୟ ନୌସେନାର ଜାହାଜ ଆଇଏନଏସ ସତପୁରା ଓ ଆଇଏନଏସ ଦିଲ୍ଲୀ ସୋମବାର ସିଙ୍ଗାପୁରରେ ପହଞ୍ଚିଛି । ଏହି ଜାହାଜଗୁଡିକ ମେ ୨ରୁ ୮ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ଆସିଆନ ଭାରତ ସାମୁଦ୍ରିକ ଅଭ୍ୟାସ (ଏଆଇଏମଇ-୨୦୨୩)ରେ ଭାଗ ନେବେ । ହାର୍ବର ଫେଜ ଅଭ୍ୟାସ ଚାଙ୍ଗି ନୌସେନା ଘାଟିରେ ମେ ୨ରୁ ୪ ପର୍ଯ୍ୟନ୍ତ ଓ ସାମୁଦ୍ରିକ ପର୍ଯ୍ୟାୟ ମେ ୭ରୁ ୮ ପର୍ଯ୍ୟନ୍ତ ଦକ୍ଷିଣ ଚୀନ ସାଗରରେ ହେବ । ଏଆଇଏମଇ-୨୦୨୩ ଭାରତୀୟ ନୌସେନା ଓ ଆସିଆନ ନୌସେନାକୁ ମିଳିତ ଭାବେ କାମ କରିବାର ସୁଯୋଗ ପ୍ରଦାନ କରିବ ।

What's Your Reaction?

like

dislike

love

funny

angry

sad

wow