କ୍ୟୁସିଆଇ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ

Jun 26, 2023 - 21:15
 0  14
କ୍ୟୁସିଆଇ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ
କ୍ୟୁସିଆଇ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ

କ୍ୟୁସିଆଇ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ
ରାଜ୍ୟ ସରକାର ଓ ଭାରତୀୟ ଗୁଣବତ୍ତା ପରିଷଦ (କ୍ୟୁସିଆଇ) ଆସୋଚାମ୍‌, ଫିକ୍କି, ଇଇପିସି, ଓଏସଏମଇ, ପିଏଚଡିସିସିଆଇ, ସିପେଟ୍‌, ଏଫଏଚଆରଏଆଇ ଭଳି ଉଦ୍ୟୋଗ ସଂଘ ସହାୟତାରେ ସୋମବାର ଭୁବନେଶ୍ୱର ଠାରେ ଓଡ଼ିଶା ଗୁଣବତ୍ତା ସଂକଳ୍ପ ଅଭିଯାନ ଶୁଭାରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସଂକଳ୍ପ ଉଦଘାଟନ କରିଥିବା ବେଳେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ଅବସରରେ ଉପସ୍ଥିତ ରହିଥିଲେ । ବହୁସଂଖ୍ୟକ ନୀତି ପ୍ରସ୍ତୁତକାରୀ, ଶିଳ୍ପପତି, ପେଶାଦାର ଏବଂ ଶିକ୍ଷାବିତମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଏକ ଗୁଣବତ୍ତାର ପରିବେଶକୁ ବ୍ୟାପକ କରିବା ପାଇଁ ଆଲୋଚନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow