ହ୍ରାସ ପାଉଛି କୋଇଲା ଦର

Jul 26, 2023 - 07:26
Jul 27, 2023 - 07:26
 0  5
ହ୍ରାସ ପାଉଛି କୋଇଲା ଦର
ହ୍ରାସ ପାଉଛି କୋଇଲା ଦର

ହ୍ରାସ ପାଉଛି କୋଇଲା ଦର
ଜାତୀୟ କୋଇଲା ସୂଚକାଙ୍କରେ ୩୩.୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଜାତୀୟ କୋଇଲା ସୂଚକାଙ୍କ (ଏନ୍‌ସିଆଇ) ମେ’ ୨୦୨୨ରେ, ୨୩୮.୩ ପଏଣ୍ଟ ଥିବା ବେଳେ ମେ’ ୨୦୨୩ରେ ୧୫୭.୭ ପଏଣ୍ଟରେ ପହଞ୍ଚିବା ବେଳେ ଏଥିରେ ୩୩.୮ ପ୍ରତିଶତ ହ୍ରାସ ହୋଇଛି । ଏହା ବର୍ଦ୍ଧିତ ଚାହିଦା ପୂରଣ ପାଇଁ ବଜାରରେ କୋଇଲା ଉପଲବ୍ଧତାକୁ ଦର୍ଶାଉଛି । ଜାତୀୟ କୋଇଲା ସୂଚକାଙ୍କ (ଏନସିଆଇ) ବିଭିନ୍ନ ମାଧ୍ୟମରୁ କୋଇଲା ମୂଲ୍ୟକୁ ଏକାଠି କରିଥାଏ । ୨୦୧୭- ୧୮ ଆର୍ଥିକ ବର୍ଷକୁ ଆଧାର କରି ସ୍ଥାପିତ ଏନ୍‌ସିଆଇ ବଜାର ଗତିଶୀଳତାର ଏକ ନିର୍ଭରଯୋଗ୍ୟ ସଙ୍କେତ ଭାବରେ କାର୍ଯ୍ୟ କରେ, ଯାହା କୋଇଲା ମୂଲ୍ୟର ପରିବର୍ତ୍ତନ ବିଷୟରେ ସୂଚନା ଦେଇଥାଏ ।

What's Your Reaction?

like

dislike

love

funny

angry

sad

wow