ପ୍ରଶ୍ନପତ୍ର ଲିକ୍ ମାମଲା ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ

Jul 25, 2023 - 07:10
Jul 26, 2023 - 07:11
 0  6
ପ୍ରଶ୍ନପତ୍ର ଲିକ୍ ମାମଲା ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ
ପ୍ରଶ୍ନପତ୍ର ଲିକ୍ ମାମଲା ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ

ପ୍ରଶ୍ନପତ୍ର ଲିକ୍ ମାମଲା ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ
ଜେଇ (ସିଭିଲ) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଙ୍ଗଳବାର ଖାରଜ ହୋଇଛି । ଅପରପକ୍ଷରେ ବାଲେଶ୍ୱର ପୁଲିସ ଅଭିଯୁକ୍ତମାନଙ୍କୁ ପାଞ୍ଚଦିନିଆ ରିମାଣ୍ଡରେ ନେଇ ମାମଲାର ତଦନ୍ତ ଜାରି ରଖିଛି । ରାଜ୍ୟ ବାହାରେ ପୁଲିସର ଦୁଇଟି ଟିମ ଏହି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିବାକୁ ଚଢାଉ ଜାରି ରଖିଥିବା ବେଳେ ଜିଲ୍ଲାରେ ଅଧିକ ତଦନ୍ତ ପାଇଁ ଆଉ ପାଞ୍ଚଟି ଟିମ ଗଢାଯାଇଛି । ଖୁବ ଶୀଘ୍ର ମୁଖ୍ୟ ଆସାମୀ ଧରାପଡିବ ବୋଲି ଏସପି କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow