ରାଷ୍ଟ୍ରପତିଙ୍କୁ ପରିଚୟପତ୍ର ପ୍ରଦାନ କଲେ ୫ଟି ଦେଶର ରାଷ୍ଟ୍ରଦୂତ

Jul 18, 2023 - 07:56
Jul 21, 2023 - 07:56
 0  7
ରାଷ୍ଟ୍ରପତିଙ୍କୁ ପରିଚୟପତ୍ର ପ୍ରଦାନ କଲେ ୫ଟି ଦେଶର ରାଷ୍ଟ୍ରଦୂତ
ରାଷ୍ଟ୍ରପତିଙ୍କୁ ପରିଚୟପତ୍ର ପ୍ରଦାନ କଲେ ୫ଟି ଦେଶର ରାଷ୍ଟ୍ରଦୂତ

ରାଷ୍ଟ୍ରପତିଙ୍କୁ ପରିଚୟପତ୍ର ପ୍ରଦାନ କଲେ ୫ଟି ଦେଶର ରାଷ୍ଟ୍ରଦୂତ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବୁଧବାର ପାଞ୍ଚଟି ଦେଶର ରାଷ୍ଟ୍ରଦୂତ ପରିଚୟପତ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଦ, ବୁରୁନ୍ଦି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତମାନେ ରାଷ୍ଟ୍ରପତିଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ । ଏହି ୫ଟି ଦେଶର ରାଷ୍ଟ୍ରଦୂତମାନେ ହେଲେ, ଡିଲ୍ଲା ଲୁସିଏନ୍ (ଚାଦ), ବ୍ରିଗେଡିୟର ଜେନେରାଲ ଅଲୋୟସ୍ ବିଜିନ୍ଦାଭି (ବୁରୁନ୍ଦି), କିମ୍ମୋ ଲାହଦେଭିର୍ତୋ (ଫିନଲାଣ୍ଡ), କ୍ଲେମେଣ୍ଟ ପେଦ୍ରୋ ଫ୍ରାନ୍ସିସ୍କୋ କାମେନହା (ଆଙ୍ଗୋଲା) ଓ ଡେମେକେ ଅତନାଫୁ ଅମ୍ବୁଲୋ (ଇଥିଓପିଆ) ।

What's Your Reaction?

like

dislike

love

funny

angry

sad

wow