ଓଡିଆରେ ପ୍ରକାଶିତ ହେଲା ହାଇକୋର୍ଟଙ୍କ ରାୟ

Jul 26, 2023 - 07:21
Jul 27, 2023 - 07:22
 0  6
ଓଡିଆରେ ପ୍ରକାଶିତ ହେଲା ହାଇକୋର୍ଟଙ୍କ ରାୟ
ଓଡିଆରେ ପ୍ରକାଶିତ ହେଲା ହାଇକୋର୍ଟଙ୍କ ରାୟ

ଓଡିଆରେ ପ୍ରକାଶିତ ହେଲା ହାଇକୋର୍ଟଙ୍କ ରାୟ
ଓଡିଶା ହାଇକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ହାଇକୋର୍ଟ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡି ହୋଇଯାଇଛି । ହାଇକୋର୍ଟଙ୍କ ଦ୍ୱାରା ଓଡିଆ ଭାଷାରେ ରାୟ ପ୍ରକାଶ ପାଇଛି । କୌଣସି ଆଞ୍ଚଳିକ ଭାଷାରେ ଏହା ହାଇକୋର୍ଟଙ୍କ ପ୍ରଥମ ରାୟ ବୋଲି କୁହାଯାଉଛି । ସୌରଭ, ଏନଜିଓ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଜୁଲାଇ ୧୯ରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏକ ନିର୍ଦ୍ଦେଶନାମାକୁ ବିରୋଧ କରି ଦାୟର ଏହି ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ । ଏହି ମାମଲାର ରାୟ ଓଡ଼ିଆରେ ପ୍ରକାଶ ପାଇଛି ।

What's Your Reaction?

like

dislike

love

funny

angry

sad

wow