ଦେଶାତ୍ମବୋଧ ଭାବଧାରାରେ ସମର୍ପିତ ଭାରତୀୟମ ସଙ୍ଗୀତ ଉତ୍ସବ

Aug 16, 2023 - 16:22
Aug 16, 2023 - 16:22
 0  7
ଦେଶାତ୍ମବୋଧ ଭାବଧାରାରେ ସମର୍ପିତ ଭାରତୀୟମ ସଙ୍ଗୀତ ଉତ୍ସବ
ଦେଶାତ୍ମବୋଧ ଭାବଧାରାରେ ସମର୍ପିତ ଭାରତୀୟମ ସଙ୍ଗୀତ ଉତ୍ସବ

ଭୁବନେଶ୍ବର-ତ‍ା.୧୬.୦୮: ଦେଶ ର 77ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଆୟୋଜିତ ତଥା ଓଡିଶା ସଙ୍ଗୀତ ନାଟକ ପ୍ରସ୍ତୁତ ଭାରତୀୟମ ଦେଶାତ୍ମବୋଧ ସଙ୍ଗୀତ ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I

ଏକ ସୁନ୍ଦର ଭାବଧାରା ସୃଷ୍ଟି କରିଥିଲେ ରାଜ୍ୟ ର ଜଣାଶୁଣା ଶିଳ୍ପୀ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦେଶକ ଦିଲ୍ଲୀପ ରାଉତରାୟ ସଂଗୀତ ନାଟକ ଏକାଡେମୀ ଅଧକ୍ଷ ଅରୁଣା ମହାନ୍ତି ଓ ସଚିବ ପ୍ରବୋଧ ରଥ I

ଦ୍ୱୀପ ଜଳାଇ ସନ୍ଧ୍ୟା ର ଶୁଭ କରିବା ପରେ ଗୁରୁ ଲଷ୍ମୀକାନ୍ତ ପାଳିତଙ୍କ ସଂଯୋଜନାରେ ବୃନ୍ଦଗାୟନସାରେ ଜାହାଁ ସେ ଆଛା କୁ ପରିବେଶଣ କରିଥିଲେ ସନ୍ଧ୍ୟା ରେ ଶିଳ୍ପୀ ସମୂହ ପରେ ପରେ ସିଦ୍ଧାର୍ଥ ମିଶ୍ର ଙ୍କ ଗାୟନ ଆର୍ଯ୍ୟଭୂମି ମାତୃଭୁମି ସମସ୍ତଙ୍କୁ ଵିଭୋର କରି ଥିଲେ ଶଶାଙ୍କ ଶେଖରଙ୍କ ତେରି ମିଟି ମେଁ ମିଲିଜାୱା ଶିଉଳି ଘୋଷଙ୍କ କଣ୍ଠ ରେ ଜନନୀ ମୋର ଜନ୍ମଭୁମି I

ବନ୍ଦିଶ ପାଳିତ ଙ୍କ ତୋର ବିଜୟ ବାଦ୍ୟ ବେଶହୃଦୟ ଛୁଆଁ ହୋଇଥିଲା କଣ୍ଠ ଶିଳ୍ପୀ ପ୍ରଦୀପ ପଲେଇ, ଅର୍ପିତା ଚୌଧୁରୀ, ନେହା ନିହାରିକା କର ଓ ପ୍ରତିଭା ପ୍ରଧାନ ହିନ୍ଦୀ ଚଳଚ୍ଚିତ୍ର ର ଦେଶାତ୍ମବୋଧ ଗୀତ ଓ ଓଡ଼ିଆ ସଂଗୀତ ର ଦେଶାତ୍ମବୋଧ ଚେତନରେ ସମସ୍ତଙ୍କୁ ମାତୃମନସ୍କ କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନା ରେ ଓଡିଶା ସଂଗୀତ ନାଟକ ଏକାଡେମୀ ର ସଦ୍ୟସ ଆଦିକାରୀ ଓ କର୍ମଚାରୀ ସହାୟତ ଦେଇଥିଲେ I

What's Your Reaction?

like

dislike

love

funny

angry

sad

wow