ଡିଗ୍ରୀ କଲେଜଗୁଡିକର ଭିତ୍ତିଭୂମି ସମୀକ୍ଷା କରିବେ ରାଜ୍ୟ ସରକାର

Aug 9, 2023 - 08:13
Aug 10, 2023 - 08:13
 0  8
ଡିଗ୍ରୀ କଲେଜଗୁଡିକର ଭିତ୍ତିଭୂମି ସମୀକ୍ଷା କରିବେ ରାଜ୍ୟ ସରକାର
ଡିଗ୍ରୀ କଲେଜଗୁଡିକର ଭିତ୍ତିଭୂମି ସମୀକ୍ଷା କରିବେ ରାଜ୍ୟ ସରକାର

ଡିଗ୍ରୀ କଲେଜଗୁଡିକର ଭିତ୍ତିଭୂମି ସମୀକ୍ଷା କରିବେ ରାଜ୍ୟ ସରକାର
ରାଜ୍ୟର ସମସ୍ତ ଡିଗ୍ରୀ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ଉପଲବ୍ଧ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଯୋଗେ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସ ପରିବେଶ ଓ ସାମଗ୍ରିକ ଶିକ୍ଷା ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଏହି ମୂଲ୍ୟାୟନ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡିକର ବର୍ତ୍ତମାନର ସ୍ଥିତି ଜଣାପଡିବ । ଯାହା ଫଳରେ ଆବଶ୍ୟକତା ଅନୁଯାୟୀ ଏହାକୁ ସଜାଡି ହେବ । କଲେଜଗୁଡିକର ଗଭର୍ଣ୍ଣିଂ ବଡି କିମ୍ବା ମ୍ୟାନେଜମେଣ୍ଟ କମିଟି ଗୁଗୁଲ ସିଟ ଫର୍ମାଟରେ ଏହି ରିପୋର୍ଟ ଅଗଷ୍ଟ ୧୪ ସୁଦ୍ଧା ଦାଖଲ କରିବେ ।

What's Your Reaction?

like

dislike

love

funny

angry

sad

wow