ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ୨୦୨୫: ୮୯% ପାସ୍ ହାର, ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ

ପ୍ରକାଶିତ: May 13, 2025, 6:53 AM | ରାଜ୍ୟ
CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ୨୦୨୫: ୮୯% ପାସ୍ ହାର, ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ

CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ୨୦୨୫: ୮୯% ପାସ୍ ହାର, ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ୮୮.୩୯ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ପାସ୍ ହାର ୦.୪୧ ପ୍ରତିଶତ ବୃଦ୍ଧି ପାଇଛି। ସାମଗ୍ରିକ ଭାବରେ, ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି। ଛାତ୍ରଙ୍କ ପାସ୍ ହାର ୯୧ ପ୍ରତିଶତ ରହିଛି, ଯାହା ପୁଅମାନଙ୍କ ତୁଳନାରେ ୫.୯୪ ପ୍ରତିଶତ ଅଧିକ।

ଡିଜି ଲକରରୁ ଜାଣିପାରିବେ ଫଳାଫଳ:-