ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଆଗାମୀ ତିନି ଘଣ୍ଟା ସତର୍କ ରୁହନ୍ତୁ: ପାଣିପାଗ ବିଭାଗ

ପ୍ରକାଶିତ: May 30, 2025, 11:00 PM | ଓଡିଶା ଜିଲ୍ଲା ସମାଚାର
ଆଗାମୀ ତିନି ଘଣ୍ଟା ସତର୍କ  ରୁହନ୍ତୁ: ପାଣିପାଗ ବିଭାଗ

ଆଗାମୀ ତିନି ଘଣ୍ଟା ସତର୍କ ରୁହନ୍ତୁ: ପାଣିପାଗ ବିଭାଗ

ଆଗାମୀ ତିନି ଘଣ୍ଟା ମଧ୍ୟରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଅଛି। ଏଥିପ୍ରତି ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।