ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ #Plustwo

ଆଜିଠୁ +୨ ନାମଲେଖା ପାଇଁ ଆବେଦନ ହୋଇଛି।
ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ +୨ ନାମଲେଖା ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ନାମ ପଞ୍ଜିକରଣ ପାଇଁ
ସାମ୍ସ ପୋର୍ଟାଲ samsodisha.gov.inରେ ଆବେଦନ କରିପାରିବେ।
ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ଆସିବ। ଜୁଲାଇ ୮ରୁ ୧୪ ତାରିଖ ମଧ୍ୟରେ ନାମଲେଖା ଓ ଜୁଲାଇ ୨୪ରୁ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି।