ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଟଙ୍କା

ପ୍ରକାଶିତ: May 30, 2025, 10:38 AM | ଓଡିଶା ଜିଲ୍ଲା ସମାଚାର
ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଟଙ୍କା



ଶୀତଳ ଷଷ୍ଠୀ ଯାତ୍ରାର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୂର୍ବରୁ ପଶ୍ଚିମ ଓଡ଼ିଶାରେ ୨୧ଟି କମିଟି ଦ୍ୱାରା ଶୀତଳ ଷଷ୍ଠୀ ଯାତ୍ରା ପାଳନ ପାଇଁ ରାଜ୍ୟ ସରକାର ୧.୮ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।