Loading Indian Time...
Loading Indian Time...

୫୨ତମ ମୁଖ୍ୟ ବିଚାରପତି ଜଷ୍ଟିସ୍ ବି. ଆର. ଗାଭାଇ

ପ୍ରକାଶିତ: May 14, 2025, 12:32 PM | ଜାତୀୟ
୫୨ତମ ମୁଖ୍ୟ ବିଚାରପତି ଜଷ୍ଟିସ୍ ବି. ଆର. ଗାଭାଇ

୫୨ତମ ମୁଖ୍ୟ ବିଚାରପତି ଜଷ୍ଟିସ୍ ବି. ଆର. ଗାଭାଇ 

ଭାରତର ୫୨ତମ ମୁଖ୍ୟ ବିଚାରପତି ଭାବରେ ଆଜି ଜଷ୍ଟିସ୍ ବି. ଆର. ଗାଭାଇ ଶପଥ ଗ୍ରହଣ କରିଛନ୍ତି। ସେ ଦେଶର ପ୍ରଥମ ବୌଦ୍ଧ ଏବଂ ଦ୍ୱିତୀୟ ଦଳିତ ମୁଖ୍ୟ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ। ପୂର୍ବରୁ ଜଷ୍ଟିସ୍ କେ. ଜି. ବାଲକ୍ରିଷ୍ଣନ୍ ଦଳିତ ସମ୍ପ୍ରଦାୟର ପ୍ରଥମ ମୁଖ୍ୟ ବିଚାରପତି ହୋଇଥିଲେ।