ଶନିବାର, ମାର୍ଚ୍ଚ 7, 2026 | Loading Time...
ଶନିବାର, ମାର୍ଚ୍ଚ 7, 2026 | Loading Time...

ଯୁକ୍ତ ଦୁଇ ପାଠ୍ୟକ୍ରମରେ ରହିବ ‘ପରିବେଶ ଶିକ୍ଷା’

ପ୍ରକାଶିତ: August 23, 2025, 7:19 PM | ଶିକ୍ଷା
ଯୁକ୍ତ ଦୁଇ ପାଠ୍ୟକ୍ରମରେ ରହିବ ‘ପରିବେଶ ଶିକ୍ଷା’


ଯୁକ୍ତ ଦୁଇ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ଭାବେ ଇଂରାଜୀରେ ରହିବ ‘ପରିବେଶ ଶିକ୍ଷା’। ଏହା ସହ ସାହିତ୍ୟ ବିଷୟରେ ଅନ୍ତର୍ଭୁକ୍ତ ହୋଇଛି ‘ମୂଲ୍ୟବୋଧ ଶିକ୍ଷା’। ଏଣିକି ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।

୨୦୨୫-୨୬ ଶିକ୍ଷା ବର୍ଷରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ପ୍ରଶ୍ନ ଆସିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।